କିର୍ମୀର
ଦେଖଣା
କିର୍ମୀର —
ଉଚ୍ଚାରଣ: Kirmīra
ସଂ. ବି. (କୃ ଧାତୁ=ବିକ୍ଷେପ କରିବା+କର୍ତ୍ତୃ. ମୀର) —
୧: ବକାସୁର ରାକ୍ଷସର ଭାଇ — ୧. Name of the brother of the demon 'Bakāsura'.
[ ଦ୍ର—ଭୀମ ଏହାକୁ ବନବାସ ସମୟରେ ବଧ କରିଥିଲେ]
୨: ନାରଙ୍ଗ (ବୃକ୍ଷ) (ଦେଖ) ୨. Nāraṇga (tree) (See)
ସଂ. ବିଣ —
ନାନାବର୍ଣ୍ଣବିଶିଷ୍ଟ; ଟିପିଟିପିକିଆ; ଚିତ୍ରବିଚିତ୍ର — Of variegated colour; spotted.