କିର୍ଲାଇବା
ଦେଖଣା
କିର୍ଲାଇବା —
ଉଚ୍ଚାରଣ: Kirlāibā
ପ୍ରାଦେ. (ସମ୍ବଲପୁର) କ୍ରି.—(ତୁଳ. ହି. କିର୍ରାନା= କ୍ରୋଧରେ ଦାନ୍ତ ରଗଡ଼ିବା) —
୧: ପାଟି କରିବା; ଚିତ୍କାର କରିବା —୧. To raise a loud cry.
୨: ପାଟି କରି ଡାକିବା —୨. To call aloud.