Jump to content

କିର୍ଷି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିର୍ଷି
ଉଚ୍ଚାରଣ: Kirshi

ପ୍ରାଦେ. (ସମ୍ବଲପୁର) ବି. (ସଂ. କୃଷି) —

୧: ରବି ଶସ୍ୟ —୧. Cereals.

୨: ଫସଲ —୨. Crop.

(ଯଥା—ପରୁହୁର୍ କିର୍ଷିଟା ଅସଲ୍ ନାଇ ହେଲା)