Jump to content

କିଲାଦାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଲାଦାର
ଉଚ୍ଚାରଣ: Kilādār
কেল্লাদার किलेदार

ଦେ. ବି.—(ଆ. କିଲେଦାର) —

କିଲ୍ଲା ବା ଗଡ଼ରକ୍ଷକ — The head-guard of a castle.

[ ଦ୍ର—ଏମାନେ ଜାଗିର ସ୍ବରୂପ କିଲ୍ଲା ବା ଗଡ଼ମାନ ରାଜାଙ୍କଠାରୁ ପାଇ ନିରୂପିତ ସୈନ୍ୟ ଘେନି ଯୁଦ୍ଧ ବେଳେ ଉପସ୍ଥିତ ହେଉଥିଲେ]