କିଲା ଫତେ କରିବା
ଦେଖଣା
କିଲା ଫତେ କରିବା —
ଉଚ୍ଚାରଣ: Kilā phate karibā
কেল্লাফতে করা
किला फतेह करना
ଦେ. କ୍ରି—(ଆ. କିଲା+ଫତେହ୍ କରନା= ଜିତିବା) —
୧: ଗଡ଼ ଜୟ କରିବା — ୧. To bring a castle under subjection.
୨: ଅସାଧ୍ୟ କାର୍ଯ୍ୟ ସାଧନ କରିବା — ୨. To succeed in a very difficult task; to win a hotly contested matter.