Jump to content

କିଲିକିଲିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଲିକିଲିଆ
ଉଚ୍ଚାରଣ: Kilikiliā
कुलवुल

ଦେ. ବିଣ —

୧: ନାତିଦ୍ରୁତ ବା ନାତୀଧୀର ଗତବିଶିଷ୍ଟ (ବ୍ୟକ୍ତି, ଜୀବ ବା ପବନ) — ୧. Not very fast nor very slow,

୨: କଳକଳ ଶଦ୍ଦ କରୁଥିବା — ୨. Making a rippling sound.