Jump to content

କିଲେ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଲେ
ଉଚ୍ଚାରଣ: Kile

ଦେ. ବିଣ —

କିଲ୍ଲାରେ ଅବସ୍ଥିତ; କିଲ୍ଲାର ଅନ୍ତର୍ଗତ — within a native state; within the jurisdiction of a native state.

[ ଦ୍ର—ଏଥିର ସାଙ୍କେତିକ ଚିହ୍ନ କି; ଯଥା—ଅମୁକ ଗ୍ରାମ କି ଆଠଗଡ଼; ଅର୍ଥାତ୍ ଆଠଗଡ଼ କିଲ୍ଲାରେ ସ୍ଥିତ ଅମୁକ ଗ୍ରାମ]