Jump to content

କିଲୋ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଲୋ
ଉଚ୍ଚାରଣ: Kilo

ଦେ. ଅ.

(ଆପଣାଠାରୁ ନିମ୍ନସ୍ଥାନୀୟ ବା ସୁପରିଚିତା ସ୍ତ୍ରୀ ପ୍ରତି ସଂବୋଧନ ଓ ପ୍ରଶ୍ନ)—ଲୋ; ଆଲୋ — (Interjection and interrogation used in addressing or questioning a female who is inferior or familiar) Oh !.