Jump to content

କିଲ୍କିଲ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଲ୍କିଲ୍
ଉଚ୍ଚାରଣ: Kilkil
কলাকিল, কিলাবিল

ଦେ. ବିଣ. (ତୁଳ. ସଂ. କିଳ ଧାତୁ=କ୍ରିଡ଼ନ; ଏଥିରେ ଦ୍ରୂତ ଗତି ଓ ମଧୁର ଧ୍ଵନି ସୂଚିତ) —

ଗତିସହ ଅବ୍ୟକ୍ତ ମଧୂର ଶଦ୍ଦ କରି; କିଲକିଲି ଶଦ୍ଦ କରି —Making a sweet, indistict sound while moving.

(ଯଥା—ପବନ କିଲ୍କିଲ୍ ହୋଇ ବହୁଛି; ମାଛ ପୋଖରୀରରେ କିଲ୍କିଲ୍ ହେଉଛନ୍ତି)