କିଳକିଞ୍ଚିତ
ଦେଖଣା
କିଳକିଞ୍ଚିତ —
ଉଚ୍ଚାରଣ: Kiḻakin̄chita
ସଂ. ବି —
ସ୍ତ୍ରୀ ଲୋକର ପ୍ରେମବିକାର ବା ପ୍ରେମ—ବିଳାସ — Amorous agitation of a woman in the society of a lover.
[ ଦ୍ର—ନାଗର ସଙ୍ଗେ ମିଳିତ୍ ହେବା ସମୟରେ ନାଗରୀର କାନ୍ଦିବା, ହସିବା, ରାଗିବା , ପ୍ରେମରେ ମାତିବା ଆଦି ଯେଉଁ ଅବସ୍ଥା— ମାନ ଘଟେ ତାକୁ କିଳକିଞ୍ଚିତ ବୋଲାଯାଏ]