Jump to content

କିଳକିଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଳକିଳା
ଉଚ୍ଚାରଣ: Kiḻakiḻā

ସଂ. ବି. (କିଳ=କ୍ରୀଡ଼ା; ଦ୍ବୀତ୍ବ; ଧ୍ଵନ୍ୟନୁକରଣ) —

୧: ହର୍ଷସ୍ବନ; ହର୍ଷ ବା ଆହ୍ଲାଦ ଯୋଗୁଁ ମନୁଷ୍ୟ ଯେଉଁ ଉଚ୍ଚ ଧ୍ଵନି କରେ (ତ୍ରିକାଣ୍ଡଶେଷ) — ୧. Aloud sound made by a person in a paroxysm of joy.

୨: ୟବନଜାତିବିଶେଷ — ୨. Name of Jmacr;abana tribe (M.W.)

୩: ମହାଦେବ —୩. Ṡiba (Apte)

୪: ଅବ୍ୟକ୍ତ ଶବ୍ଦ (ପ୍ରକୃତବାଦ) — ୪. Indistinct sound.

୫: ନଗରୀବିଶେଷ (ପ୍ରକୃତବାଦ) — ୫. Name of a town.

ଦେ. ବି. —

ଘୋର ଉଚ୍ଚଧ୍ଵନି; ବିକଟ ଶଦ୍ଦ ବା ରଡ଼ି; ଭୀଷଣ ଗର୍ଜନ —Loud sound emitted by a person attacked or attacking; roar; a shrill sound; a piercing sound.

ଦେ. ବିଣ —

ବିକଟ; ଚିତ୍କାରଯୁକ୍ତ —Very loud.

(ଯଥା—କିଳକିଳା ରବ)