Jump to content

କିଳାଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଳାଟ
ଉଚ୍ଚାରଣ: Kiḻāṭa

ସଂ. ବି. (କଳ+ଅଟ୍ ଧାତୁ=ଗମନ କରିବା=ଅ) —

ଦୁଧଛେନା; ଦୁଧ ଛିଣ୍ଡି ଗଲେ ଯେଉଁ ପିଣ୍ଡାକୃତି ଖାଦ୍ୟ ବାହାରେ — Cheese from fresh curdled milk; inspissated milk.