କିଳ୍
ଦେଖଣା
କିଳ୍ (ଧାତୁ) —
ଉଚ୍ଚାରଣ: Kiḻ (root)
ସଂ —
୧: ଧଳା ହେବା — ୧. To be white; to become grey.
୨: (ଜଳ) ବରଫ ରୂପେ ଜମି ଯିବା — ୨. To freeze.
୩: ଜଳୀୟ ପଦାର୍ଥ ବସିଯିବା — ୩. To coagulate.
୪: କ୍ରୀଡ଼ା କରିବା —୪. To play.
୫: ଉତ୍ତେଜିତ କରିବା —୫. To instigate.
୬: ଫୋପା଼ଡ଼ିବା; ଫିଙ୍ଗିବା — ୬. To throw; to cast.
୭: ପ୍ରେରଣ କରିବା —୭. To send.
୮: ପ୍ରବେଶ କରିବା —୮. To enter.
୯: ଆଦେଶ କରିବା —୯. To order.