ଶବ୍ଦାର୍ଥ:
କିଳ୍କିଳିଆ — ଉଚ୍ଚାରଣ: Kiḻkiḻiā
ଦେ. ବିଣ. (ସଂ. କିଳକିଳା) —
ବିକଟ; ଚିତ୍କାର ଯୁକ୍ତ — Very loud.
(ଯଥା—କିଳ୍କିଳିଆ ନାଦ)