Jump to content

କିଶଳଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଶଳୟ
ଉଚ୍ଚାରଣ: Kiṡaḻaya

ସଂ. ବି. (କି=କିଞ୍ଚିତ୍+ଶଳ୍ ଧାତୁ=ଗମନ କରିବା+ କର୍ତ୍ତୃ. ଅୟ) —

୧: ବୃକ୍ଷର ନୂଆ କୋମଳ ପତ୍ର — ୧. Tender new leaves of trees.

୨: ନବପଲ୍ଲବାଙ୍କୁର — ୨. Young tender shoot.

୩: କଅଁଳଗଜା —୩. Sprout.