Jump to content

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ
ଉଚ୍ଚାରଣ: Kiṡorachandrānanda champū

ଦେ. ବି. (ନାମ) —

କବିସୂର୍ଯ୍ୟ ବଳଦେବ ରଥ ରାୟଗୁରୁଙ୍କ ରଚିତ ସଂସ୍କୃତଗଦ୍ୟ ଓ ଓଡ଼ିଆ ଗୀତମୟ ରାଧାକୃଷ୍ଣଲାଳାତ୍ମକ ଚମ୍ପୂକାବ୍ୟ —Name of a prose and poetry song-book in Oriya.

[ ଦ୍ର—ଏଥିରେ 'କ' ଠାରୁ 'କ୍ଷ' ପର୍ଯ୍ୟନ୍ତ ପ୍ରତ୍ଯେକ ଅକ୍ଷର ଆଦ୍ୟରେ ଥାଇ ବିଭିନ୍ନ ରାଗର ୩୪: ଗୋଟି ସଂଗୀତ ଅଛି ଏହା ଅନେକ ସ୍ଥଳରେ ସଂସ୍କୃତ ନ ଜାଣିଥିବା ବ୍ୟକ୍ତିଙ୍କ ବୋଧଗମ୍ୟ ନ ହେଲେହେଁ ଏହାର ସଙ୍ଗୀତମାନ ଉତ୍କଳର ସର୍ବତ୍ର ଆଦୃତ ଓ ଗୀତ ହୋଇ ଆସୁଅଛି ଯେଉଁ ସଙ୍ଗୀତପିଲା ବା ଦଳ ଏ ଚମ୍ପୂର ଗୀତକୁ ବୋଲି ଅର୍ଥ କରି ନ ଜାଣେ ସେ ସଙ୍ଗୀତରସିକମାନଙ୍କ ଦ୍ବାରା ଆଦ଼ୃ଼ତ ହୁଏ ନାହିଁ]