Jump to content

କିଶୋରୀପୂଜା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଶୋରୀପୂଜା
ଉଚ୍ଚାରଣ: Kiṡorīpūjā

ସଂ. ବି. (୬: ଷ୍ଠୀ ତତ୍; କିଶୋରୀ+ପୂଜା) —

ଶ୍ରୀକୃଷ୍ଣଙ୍କଠାରେ ଏକାନ୍ତ ଦତ୍ତମନା କୌଣସି ଯୁବତୀକୁ ରାଧିକାରୂପେ କଳ୍ପନା କରି ତାହାଙ୍କୁ ପୂଜା କରିବାଦ୍ବାରା କୃଷ୍ଣଭକ୍ତିରସାସ୍ବାଦନ (ଏହା ବୈଷ୍ଣବ ସାଧନାର ଅଙ୍ଗବିଶେଷ) —A mode of worship amongst B&aline;i̱shṇabas, consisting of worshipping a young woman by assuming her to be Rādhā, the sweet- heart of Ṡrīkṛushna.