କିଷ୍କିନ୍ଧା
ଦେଖଣା
କିଷ୍କିନ୍ଧା —
ଉଚ୍ଚାରଣ: Kishkindhā
ସଂ. ବି. ସ୍ତ୍ରୀ. (ନାମ) —
୧: କିଷ୍କିନ୍ଧ୍ୟ ପର୍ବତର ଗୃହା; ବାନର ରାଜ ବଳୀଙ୍କର ରାଜାଧାନୀ —୧. The capital of the ancient monkey-king Bāḻī of the Rāmāyaṇa the country to the north of the present Mysore stste.
[ ଦ୍ର—ଏହା ବର୍ତ୍ତମାନ ମହୀଶୂର ରା଼ଜ୍ୟର ଉତ୍ତରରେ ଅବସ୍ଥିତ ଥିବା ଅନୁମିତ ହୁଏ]
୨: କିଷ୍କିନ୍ଧ୍ୟ ରାଜ୍ୟର ଅରଣ୍ୟ —୨. The forest in the dominion of the ancient Kishkindhya kingdom.
ବୋଇଲେ ତୁ ୟାଅ ଭୀମ କିଷ୍କିନ୍ଧାର ଯାଏ ସାରଳା. ମହାଭାରତ. ଉଦ୍ଯୋଗ