କିଷ୍କିନ୍ଧ୍ଯାକାଣ୍ଡ
ଦେଖଣା
କିଷ୍କିନ୍ଧ୍ୟାକାଣ୍ଡ —
ଉଚ୍ଚାରଣ: Kishkindhyākāṇḍa
ସଂ. ବି. (କିଷ୍କିନ୍ଧ୍ୟା+କାଣ୍ଡ) —
ରାମାୟଣର ସାତକାଣ୍ଡ ମଧ୍ୟରୁ ଯେଉଁ କାଣ୍ଡରେ ରାମଚନ୍ଦ୍ରଙ୍କ କିଷ୍କିନ୍ଧ୍ୟାକୁ ଯିବା ଓ ସୁଗ୍ରୀବଙ୍କ ସଙ୍ଗେ ମିତ୍ରତା କରିବା ବିଷୟ ବର୍ଣ୍ଣିତ ହୋଇ ଅଛି —One of the ୭ books or volumes of the Rāmāyaṇa describing Rāma's doings while in the Kishkindhyā forests.