Jump to content

କିଷ୍କୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଷ୍କୁ
ଉଚ୍ଚାରଣ: Kishku

ସଂ. ବି. (କୈ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଇଷ୍କୁ) —

୧: ୧୨: ଆଙ୍ଗୁଳ ବା ଚାଖଣ୍ଡେ ପରିମାଣ; ବିତସ୍ତି ପରିମାଣ — ୧. Measure of one span of the palm.

୨: ହାତ କହୁଣୀଠାରୁ କଚଟୀ ବା ମଣିବନ୍ଧ ପର୍ଯ୍ୟନ୍ତ ପରିମାଣ —୨. A measure by the length of the hand from the elbow-point to the wrist.

ସଂ. ବିଣ. —

୧: କୁତ୍ସିତ —୧. Ugly.

୨: ନୀଚ —୨. Vile.

୩: ଘୃଣ୍ୟ —୩. Contemptible.