Jump to content

କିସ୍ତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିସ୍ତି
ଉଚ୍ଚାରଣ: Kisti
কিস্তি किशती কিস্ত किस्त

ବୈଦେ. ବି. (ଫା. କିସ୍ତୀ; ଆ. କିସ୍ତ୍) —

୧: ନୈକା —୧. Boat.

୨: (ଆ. କିସ୍ତୀ) ରାଜସ୍ବ ଆଦି ଦେୟ ଦାଖଲ କରିବାର ନିର୍ଦ୍ଦାରିତ ସମୟ; ଲାଟବନ୍ଦି — ୨. Latbandi; fixed day for paying Goverment revenue or rent.

(ଯଥା—କାର୍ତ୍ତିକ କିସ୍ତି; ବୈଶାଖ କିସ୍ତି)

୩: ଦେୟ ପଇଠ କରିବାର ଥର — ୩. Instalment.

୪: ନିର୍ଦ୍ଦାରିତ ସମୟ ବା ଥରରେ ପ୍ରାପ୍ୟ ଟଙ୍କା ପଏଠ ବା ଦାଖଲ —୪. Payment of any due by instalment on the due dates.

୫: ସତରଞ୍ଜ ଖେଳରେ ନୌକାସୂଚକ ଗୋଟି — ୫. The playing set representing the castle (or boat) in the game of chess.

୬: (ଫା. କିସ୍ତ୍) ସତରଞ୍ଜ ଖେଳରେ ଏକ ପକ୍ଷର ରାଜାଙ୍କୁ ଅନ୍ୟ ପକ୍ଷର ଗୋଟି ଦ୍ବାରା ଆକ୍ରମଣ — ୬. The attack made on the King in the game of chess.