କିସ୍ତିଖିଲାପୀ ସୁଧ
ଦେଖଣା
କିସ୍ତିଖିଲାପୀ ସୁଧ —
ଉଚ୍ଚାରଣ: Kistikhilāpī sudha
কিস্তিখেলাপী সুধ
किस्तिखिलाफी सुध
ବୈଦେ. ବି. (ଆ. କିସ୍ତୀଖିଲାପୀ+ସୁଦ) —
ନିର୍ଦ୍ଦାରିତ ଦିବସରେ ଦେୟ ଟଙ୍କା ଦାଖଲ କରା ନ ଯିବାରୁ ଉକ୍ତ ଟଙ୍କା ଉପରେ ଚଢ଼ିବା ସୁଧ —Interest charged on the amount due on account of its be coming overdue.