କିସ୍ତିବନ୍ଦି
ଦେଖଣା
କିସ୍ତିବନ୍ଦି —
ଉଚ୍ଚାରଣ: Kistibandi
কিস্তিবন্দী
किस्तबन्दी
ବୈଦେ. ବି. (ଆ. କିସ୍ତୀବନ୍ଦୀ) —
ଦେୟ ଟଙ୍କାକୁ ଏକା କିସ୍ତିକେ ବା ଥରକେ ନ ଦେଇ ଏକାଧିକ କିସ୍ତିରେ ଦାଖଲ କରିବା ପାଇଁ ନିର୍ଦ୍ଧାରଣ ବା କଟକଣା —Contract or agreement to pay a due by several instalments.
ବୈଦେ. ବିଣ. (ଆ) —
କିସ୍ତିରେ ପଏଠ ହେବା ନିମନ୍ତେ ନିର୍ଦ୍ଧାରିତ —Settled or agreed upon to be paid by instalments.