Jump to content

କିସ୍ତିମାତ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିସ୍ତିମାତ୍
ଉଚ୍ଚାରଣ: Kistimat

ବୈଦେ. ବି. (ଫା. କିସ୍ତିମାତ୍) —

୧: ସତରଞ୍ଜ ଖେଳରେ ଅନ୍ୟାନ୍ୟ ସାର ଦ୍ବାରା ଅବରୁଦ୍ଧ ଓ ଗତିରହିତ— ହେବାର ଅବସ୍ଥା (ଏହା ହେଲେ ଅବରୁଦ୍ଧର ପକ୍ଷ ଖେଳାଳି ହାରି ଯାଏ) —୧. The defeat of one player by his King being prevented from further progress in the game of chess.

୨: ଶତ୍ରୁକୁ ସମ୍ପର୍ଣ୍ଣରୂପେ ପରାଜୟ କରିବା — ୨. To completely vanquish an enemy.

୩: କୌଣସି କାର୍ୟ୍ୟରେ ଜୟଲାଭ କରିବା — ୩. To win in a certain matter.