Jump to content

କିସ୍ତି ଦେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିସ୍ତି ଦେବା
ଉଚ୍ଚାରଣ: Kisti debā
কিস্তি দেওয়া किस्त लगाना

ଦେ. କ୍ରି —

୧: ସତରଞ୍ଜ ଖେଳରେ ରାଜାକୁ ଆକ୍ରମଣ କରି ସାର ଚଳାଇବା — ୧. To move one side's sets in such a manner that the King of other side will be checkmated if it be not moved to any other vulnerable position.

୨: ଦେୟ ଟଙ୍କା କିସ୍ତି ଅନୁସାରେ ଦାଖଲ କରିବା — ୨. To pay the amount of money due according to the instalments.