କିସ୍ମତ୍
ଦେଖଣା
କିସ୍ମତ୍ —
ଉଚ୍ଚାରଣ: Kismat
কিস্মত
किसमत
ବୈଦେ. ବି. (ଆ. କିସ୍ମତ୍) —
୧: ଅଦୃଷ୍ଟ — ୧. Fate; fortune; luck.
୨: ଭାଗ; ଅଂଶ ବା ହିଂସା — ୨. Share.
୩: ପ୍ରଦେଶର ଭାଗ; ଅନେକଗୁଡ଼ିଏ ଜିଲ୍ଲାର ସମଷ୍ଟି, ୟହିଁ ଉପରେ ଜଣେ କମିସନର୍ ଥାଆନ୍ତି —୩. Revenue- division of a province.
[ଦ୍ର—ଏ ଶବ୍ଦର ସାଙ୍କେତିକ ଚିହ୍ନ କି]