Jump to content

କିସ୍ମିସ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିସ୍ମିସ୍
ଉଚ୍ଚାରଣ: Kismis
কিসমিস किममिस, दाख

ବୈଦେ. ବି. (ଫା) —

୧: ବୀଜହୀନ ଶୁଷ୍କ ଦ୍ରାକ୍ଷାଫଳ; ଅଙ୍ଗୁର — Raisin; dried grape.

୨: ମନକ୍କା — ୨. Currants (with seeds).