କିୟତ୍
ଦେଖଣା
କିୟତ୍ —
ଉଚ୍ଚାରଣ: Kiyat
(କିୟତୀ—ସ୍ତ୍ରୀ)
(କିୟାନ୍—ପୁଂ)
ସଂ. ସର୍ବନାମ. କ୍ଳୀବଲିଙ୍ଗ. (କିମ୍+ପରିମାଣାର୍ଥେ. ୟତ୍; ନିପାତନ) —
୧: (ପ୍ରଶ୍ନାର୍ଥକ) କେତେ; କି; କେଉଁ ପରିମାଣ, ଦୂରତ୍ବ, ମୃଲ୍ୟ ଓ ଆକାରବିଶିଷ୍ଟ ? — ୧. (Interrogatory) of what Quantity, value quality, extent, distance or size ?
୨: ଅତି ସାମାନ୍ୟ ପରିମାଣ — ୨. A little (M.W.)
ସଂ. ବିଣ —
କିଞ୍ଚିତ୍; ଅତି ସାମାନ୍ୟ; କିଛି;ସାମାନ୍ୟପରିମାଣ— ବିଶିଷ୍ଟ —Some; very little; of little quantity.
ସଂ. କ୍ରି. ବିଣ —
୧: କେତେ ପରିମାଣରେ ? — ୧. To what extent ?
୨: ସାମାନ୍ୟ ପରିମାଣରେ — ୨. To a little extent; little.
୩: ଅଳ୍ପ ପରିମାଣରେ — ୩. To some exent.