Jump to content

କୀକଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀକଟ
ଉଚ୍ଚାରଣ: Kīkaṭa

ସଂ. ବିଣ. (କିମ୍=କୁତ୍ସିତ+କଟ୍ ଧାତୁ=ଗମନ କରିବା +କର୍ତ୍ତୃ. ଅ) —

୧: ଗରିବ —୧. Poor.

୨: କୃପଣ —୨. Miserly; niggardly.

ସଂ. ବି —

୧: ଅଶ୍ବ —୧. Horse.

୨: ଦେଶବିଶେଷ; ମଗଧ ଦେଶର ପ୍ରାଚୀନ ବୌଦିକ ନାମ (ହି. ଶବ୍ଦସାଗର) — ୨. Name of a country; ancient Bihar.

[ଦ୍ର—ତନ୍ତ୍ର ଅନୁସାରେ ଚରଣାଦ୍ରି (ଚୂନାର) ଠାରୁ ଗୃଧ୍ରକୂଟ (ଗିଧୋର) ପର୍ଯ୍ୟନ୍ତ କୀଟକ ଦେଶ ଥିଲା ମଗଧ ଏହି ସୀମାର ଅନ୍ତର୍ଗତ—ହି. ଶବ୍ଦସାଗର]

୩: ପ୍ରାଚୀନକାଳରେ କୀଟକଦେଶବାସୀ ଅନାର୍ୟ୍ୟ ଜାତି— ବିଶେଷ — ୩. Name of a class of non-Aryans living in the Kīkaṭa country in ancient times.