କୀଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀଟ
ଉଚ୍ଚାରଣ: Kīṭa

ସଂ. ବି. (କୀଟ୍ ଧାତୁ=ବାନ୍ଧିବା; ରଙ୍ଗ କରିବା+କର୍ତ୍ତୃ. ଅ) —

୧: ପୋକ —୧. Insect.

୨: କୃମି —୨. Worm; maggot.

୩: (ଲକ୍ଷଣାର୍ଥ) ତୁଚ୍ଛଜୀବ ବା ପ୍ରାଣୀ — ୩. (figurative) An insignificant creature.