Jump to content

କୀଟଘ୍ନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀଟଘ୍ନ
ଉଚ୍ଚାରଣ: Kīṭaghna

ସଂ. ବି. (କୀଟ+ ହନ୍ ଧାତୁ+କର୍ତ୍ତୃ. ଅ) —

ଗନ୍ଧକ — Sulphur.

ସଂ. ବିଣ —

ୟାହା କୀଟମାନଙ୍କୁ ନାଶ କରେ — Insecticide.