ଶବ୍ଦାର୍ଥ:
କୀଟଦଷ୍ଟ — ଉଚ୍ଚାରଣ: Kīṭadashṭa
ସଂ. ବିଣ. (୩: ୟା ତତ୍; କୀଟ+ ଦଷ୍ଟ) —
ପୋକରା; ପୋକଖିଆ — Worm-eaten; moth-eaten.