Jump to content

କୀଟଭୁକ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀଟଭୁକ୍
ଉଚ୍ଚାରଣ: Kīṭabhuk

ସଂ. ବିଣ. (କୀଟ+ଭୁଜ୍ ଧାତୁ+କର୍ତ୍ତୃ. କ୍ବିପ୍; ୧: ମା. ୧: ବ) —

କ୍ଷୁଦ୍ର କୀଟ ଭକ୍ଷଣ କରି ପ୍ରାଣଧାରଣ କରୁଥିବା (ଜୀବ) — Insectivorous (animals).

ସଂ. ବି —

୘ୀଟ ଭକ୍ଷକ ପ୍ରାଣୀ— (ଯଥା—ବେଙ୍ଗ, ଝିଟିପିଟି) Insectivora; an order of mammals living on insects.