Jump to content

କୀଟମଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀଟମଣି
ଉଚ୍ଚାରଣ: Kīṭamaṇi

ସଂ. ବି. (ମଣି ପରି ଦେଖାଯିବା କୀଟ; ପୂର୍ବନିପାତ) —

ଖଦ୍ଯୋତ; ଜୁଳୁଜୁଳିଆ ପୋକ (ହି. ଶବ୍ଦସାଗର) — Fire-fly.