କୀଟମାରି
ଦେଖଣା
କୀଟମାରି —
ଉଚ୍ଚାରଣ: Kīṭamāri
কীটমারী
मुखजाली
ଦେ. ବି —
କ୍ଷୁଦ୍ର ବନ୍ୟ ଶାକବିଶେଷ — An insectivorous plant; burmanni Drosera.
[ଦ୍ର—ଏ ଶାକ ବର୍ଷା ଦିନେ କଞ୍ଚା ଘାସ ମଧ୍ୟରେ ଉଠେ ଶୀତ କାଳରେ ଏହାର ଫୁଲ ଫୁଟେ ଏହାର ପତ୍ର ପଇସା ପରି ଛୋଟ ଛୋଟ, ଈଷତ୍ ଲାଲ ଓ ଲୋମଶ ପତ୍ରରେ ଥିବା ଲୋମର ଅଗରେ ଅଠା ଥାଏ ପତ୍ର ଉପରେ ପୋକ ବସିଗଲେ ପତ୍ର ବୁଜି ହୋଇ ପୋକକୁ ତା ମଧ୍ୟରେ ବନ୍ଦୀ କରି ପକାଏ ପୋକ ଦେହରୁ ସବୁ ରସୟାକ ଖାଇ ଦେଲା ପରେ ପତ୍ର ପୁଣି ମେଲା ହୋଇଯାଏ ଯୋଗେଶ ଚନ୍ଦ୍ର]