କୀଟସ୍ଯ କୀଟ
ଦେଖଣା
କୀଟସ୍ୟ କୀଟ —
ଉଚ୍ଚାରଣ: Kīṭasya kīṭa
ସଂ. ବିଣ. (କୀଟ ଅପେକ୍ଷା ମଧ୍ୟ ଅଧମ ବା କ୍ଷୁଦ୍ର) —
(ଲକ୍ଷଣାର୍ଥ) ଅତି ତୁଚ୍ଛ ବା ନଗଣ୍ୟ (ବ୍ୟକ୍ତି) — (figurative) Very insignificant (person).