କୀରତି
ଦେଖଣା
କୀରତି —
ଉଚ୍ଚାରଣ: Kīrati
কীরতি
कीरति
ଗ୍ରା. (ପଦ୍ୟ) ବି. (ସଂ. କୀର୍ତି) —
କୀର୍ତି; ୟଶ; ସୁନାମ — Renown; fame; good name.
ଏଥୁଁ ତୁମ୍ଭ ଗର୍ନ୍ଦବରାଜାଙ୍କ କୀରତି ନାଶ ୟିବ କହୁଛି କରି ମୁଁ ପୀରତି କୃଷ୍ଣସିଂହ. ମହାଭାରତ. ବନ