Jump to content

କୀରିତନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀରିତନ
ଉଚ୍ଚାରଣ: Kīritana

ଗ୍ରା. (ପଦ୍ୟ) ବି. (ସଂ. କୀର୍ତନ) —

କୀର୍ତନ (ଦେଖ) Kīrtana (see)

ଦଶରଥ ରାମଙ୍କ ଗୁଣ କୀରିତନ କୃଷ୍ଣସିଂହ. ମହାଭାରତ. ବନ