କୀର୍ଣ୍ଣ
ଦେଖଣା
କୀର୍ଣ୍ଣ —
ଉଚ୍ଚାରଣ: Kīrṇṇa
ସଂ. ବିଣ (କୃ ଧାତୁ=ବିକ୍ଷେପ କରିବା+କର୍ମ. ତ) —
୧: ବିକ୍ଷିପ୍ତ; ବିଞ୍ଚା ହୋଇଥିବା —୧. Scattered.
୨: ବ୍ୟାପ୍ତ —୨. Extended.
୩: ଆଚ୍ଛନ୍ନ —୩. Hidden covered with; overclouded.
୪: ବିନଷ୍ଟ; ନିହତ —୪. Killed; slaughtered; destroyed.
୫: ହିଂସିତ; ଆହତ — ୫. Injured; hurt; wounded.
୬: ପୂର୍ଣ୍ଣ —୬. Filled with; full of.