Jump to content

କୀର୍ତନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀର୍ତନ
ଉଚ୍ଚାରଣ: Kīrtana

(କୀର୍ତ୍ତନ—ଅନ୍ୟରୂପ)

ସଂ. ବି. (କୃତ୍ ଧାତୁ=ପ୍ରଶଂସା କରିବା+ଭାବ.ଅନ) —

୧: ବର୍ଣ୍ଣନ —୧. Description; act of describing; narration.

୨: କଥନ —୨. Speaking; speech.

୩: ଉଲ୍ଲେଖ —୩. Mention; report.

୪: ୟଶୋଗାନ; ଗୁଣକଥନ; ପ୍ରଶଂସାବାଦ — ୪. Eulogy; praising; praise.

୫: ହରିନାମ ଗାନ; ହରିଗୁଣ ଗାନ — ୫. Chanting of hymns of God.

কীর্ত্তন कीर्त्तन

ଦେ. ବି —

୧: ଝାଞ୍ଜ ଓ ମୃଦଙ୍ଗ ସାହାର୍ୟ୍ୟରେ କୃଷ୍ଣ ଓ ଚୈତନ୍ୟାଦି ମହାପ୍ରଭୃଙ୍କର ସ୍ତୁତିସଂଗୀତ ଗାନ — ୧. Chanting of hymns in concert and chorus.

କୀର୍ତନରେ ହାବୁଡ଼ାଟା ଆଁ କରିବା ନ୍ୟାୟ ଢଗ

[ଦ୍ର—କୀର୍ତନ ଚୈତନ୍ୟଦେବଙ୍କ ସମୟରୁ ଓଡ଼ିଶାରେ ପ୍ରଚଳିତ ଓ ଏଥିର ଅଧିକାଂଶ ଗୀତ ବଙ୍ଗଭାଷାରେ ରଚିତ ସମୟ ସମୟରେ ଏହି କୀର୍ତନଦଳ କୀର୍ତନ କରୁ କରୁ ଗ୍ରାମ ବା ନଗରରେ ବୁଲନ୍ତି, ଏହାକୁ ନଗରକୀର୍ତନ ବୋଲାଯାଏ]

୨: (ଲକ୍ଷଣାର୍ଥ) କଳହ —୨. (figurative) Quarrel.

(ଯଥା—ତାଙ୍କ ଘରେ ତ ତିନିଦିନ ହେଲା କୀର୍ତନ ଲାଗିଛି)

୩: ଘୋଘା; ଗୋଳମାଳ —୩. Noise; hubbub.

୪: ପୁରୁଷଙ୍କ ନାମ —୪. A name given to males.

[ଦ୍ର—ମନିଅର୍ ବିଲ୍ଲିଆମ୍ସଙ୍କ ଧୃତ ଆକାର କୀର୍ତନ; କିନ୍ତୁ ହିନ୍ଦି ଶବ୍ଦସାଗର, ଆପ୍ତେ, ପ୍ରକୃତିବାଦ, ଜ୍ଞାନେନ୍ଦ୍ର ଆଦି କୀର୍ତନ ବନାନ କରିଅଛନ୍ତି]