Jump to content

କୀର୍ତନ ଆଖଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀର୍ତନ ଆଖଡ଼ା
ଉଚ୍ଚାରଣ: Kīrtana ākhaṟḍ̠ā

ଦେ. ବି —

୧: ନାମସଂକୀର୍ତନ ଗାନ ଓ ବାଦ୍ୟ ଶିକ୍ଷା କରିବାର ନିର୍ଦ୍ଦିଷ୍ଟ ସ୍ଥାନ ବା ଗୃହ — ୧. The place where people get trained for Kīrtana.

୨: ସଂକୀର୍ତନ କରିବା ବ୍ୟକ୍ତିଙ୍କ ଦଳ ବା ପଞ୍ଝା — ୨. A party of Kīrtana-singers and players.