Jump to content

କୀର୍ତନ ଲଢ଼େଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀର୍ତନ ଲଢ଼େଇ
ଉଚ୍ଚାରଣ: Kīrtana laṟḍ̠ẖei

ଦେ. ବି —

ଦୁଇ ବା ତତୋଽଧିକ ସଂକୀର୍ତନଦଳ ମଧ୍ୟରେ ଗୀତ ଓ ବାଦ୍ୟ ସମ୍ବନ୍ଧରେ ପ୍ରତିଯୋଗିତା — Competition between two or more parties of Kīrtana-chanters as to which party is superior in singing and music.