Jump to content

କୀର୍ତିଚନ୍ଦ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀର୍ତିଚନ୍ଦ୍ର
ଉଚ୍ଚାରଣ: Kīrtichandra

ସଂ. ବିଣ. (ବହୁବ୍ରୀହି; କୀର୍ତି+ଚନ୍ଦ୍ର) —

ଦିଗନ୍ତବିସ୍ତୃତ— ୟଶା; ୟାହାର କୀର୍ତି ଚନ୍ଦ୍ରଙ୍କ କିରଣ ଭଳି ପୃଥିବୀ ବ୍ୟାପିଛି —Widely renowned or famous.

ଦେ. ବିଣ —

(ବ୍ୟଙ୍ଗ୍ୟାର୍ଥ) ଅକୀର୍ତିକର କାର୍ଯ୍ୟ କରିବା (ବ୍ୟକ୍ତି) —(Ironical) (person) Doing an inglorious act.