କୀର୍ତିତ
ଦେଖଣା
କୀର୍ତିତ —
ଉଚ୍ଚାରଣ: Kīrtita
ସଂ. ବିଣ. (କୃତ୍ ଧାତୁ+କର୍ମ. ତ) —
୧: ବର୍ଣ୍ଣିତ —୧. Described.
୨: ଖ୍ୟାତ —୨. Renowned; called.
୩: ନିର୍ଦ୍ଦିଷ୍ଟ —୩. Fixed; ascertained.
୪: କଥିତ; ଉକ୍ତ —୪. Spoken; said.
କୀର୍ତିତ —
ଉଚ୍ଚାରଣ: Kīrtita
ସଂ. ବିଣ. (କୃତ୍ ଧାତୁ+କର୍ମ. ତ) —
୧: ବର୍ଣ୍ଣିତ —୧. Described.
୨: ଖ୍ୟାତ —୨. Renowned; called.
୩: ନିର୍ଦ୍ଦିଷ୍ଟ —୩. Fixed; ascertained.
୪: କଥିତ; ଉକ୍ତ —୪. Spoken; said.