Jump to content

କୀର୍ତିପତାକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀର୍ତିପତାକା
ଉଚ୍ଚାରଣ: Kīrtipatākā

ସଂ. ବି. (ରୂପକ କର୍ମଧା; କୀର୍ତି+ପତାକା) —

ପତାକା ପରି ବହୁଦୂରରୁ ଶୋଭିତ କୀର୍ତି; ଦିଗନ୍ତବିସ୍ତୃତ ୟଶୋରାଶି; ପ୍ରଚାରିତ ସୁନାମ — Widespread glory or renown (like a flying flag which is visible to a long distance).