Jump to content

କୀର୍ତିମାନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀର୍ତିମାନ୍
ଉଚ୍ଚାରଣ: Kīrtimān
(କୀର୍ତିମତୀ—ସ୍ତ୍ରୀ)

(କୀର୍ତ୍ତିବାନ୍—ଅନ୍ୟରୂପ)

ସଂ. ବିଣ. ପୁଂ. (କୀର୍ତି+ଅଛି ଅର୍ଥରେ ମତ୍ ୧: ମା. ୧: ବ.) —

କୀର୍ତିଜନକ କାର୍ଯ୍ୟ ଯୋଗୁଁ ୟାହାର କୀର୍ତି ସବୁଆଡ଼େ ପ୍ରଚାରିତ ହୁଏ —Famous; renowned; celebrated.