Jump to content

କୀର୍ତିଶାଳୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀର୍ତିଶାଳୀ
ଉଚ୍ଚାରଣ: Kīrtiṡāḻī
(କୀର୍ତିଶାଳିନୀ—ସ୍ତ୍ରୀ)

ସଂ. ବିଣ. ପୁଂ. (କୀର୍ତି+ଅଛି ଅର୍ଥରେ ଶାଳିନ୍, ୧: ମା. ୧: ବ.) —

ଯେ କୀର୍ତିଜନକ କାର୍ଯ୍ୟ କରିଥିବା ଯୋଗୁଁ ସଂସାରରେ ୟଶ ପାଏ —Having performed works of fame; famous; renowned (person).