Jump to content

କୀର୍ତିଶେଷ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀର୍ତିଶେଷ
ଉଚ୍ଚାରଣ: Kīrtiṡesha
(କୀର୍ତିଶେଷା—ସ୍ତ୍ରୀ)

ସଂ. ବି. (ବହୁବ୍ରୀହି; କୀର୍ତି+ଶେଷ କୀର୍ତିମାତ୍ର ଶେଷ ରହେ ୟାହା ଦ୍ବାରା) —

ମୃତ୍ବୁ —Death (which results in the survial of fame only.)

ସଂ. ବିଣ. —

ମୃତ —Dead.