Jump to content

କୀର୍ତିସ୍ତମ୍ଭ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀର୍ତିସ୍ତମ୍ଭ
ଉଚ୍ଚାରଣ: Kīrtistambha

ସଂ. ବି. (ମ. ପ. ଲୋ; କୀର୍ତି+ସ୍ତମ୍ଭ) —

୧: ବ୍ୟକ୍ତିବିଶେଷଙ୍କ କୀର୍ତିକର କାର୍ୟ୍ୟମାନ ଯେଉଁ ଖୁମ୍ବରେ ଲିପାବଦ୍ଧ ହୋଇ ଥାଏ —୧. A pillar embodying the acts of renown of a certain person or king; an obelisk.

୨: ବିଶିଷ୍ଟ ରାଜାଙ୍କର ରାଜତ୍ବକାଳରେ ଘଟିଥିବା କୌଣସି କୀର୍ତିଜନକ ବା ବିଖ୍ୟାତ କାର୍ୟ୍ୟର ଭବିଷ୍ୟତ୍ ବଂଶଧର— ମାନଙ୍କ ସ୍ମରଣାର୍ଥ ନିର୍ମିତ ଉଚ୍ଚ ଖୁମ୍ବ —୨. A pillar erected in commemoration of some famous occurrence; a monument; a memorial.