Jump to content

କୀର୍ତି ରଖିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀର୍ତି ରଖିବା
ଉଚ୍ଚାରଣ: Kīrti rakhibā

ଦେ. କ୍ରି —

୧: ଯେଉଁ କାର୍ଯ୍ୟଦ୍ବାରା ଭବିଷ୍ୟତରେ ୟଶ ରହିବ ଏପରି ସ୍ଥାୟୀ କାର୍ଯ୍ୟ କରିବା —

কীতীরাখা कीर्तिरखना
୧. To do a work which will bring renown up to the future; to leave a work of glory.

୨: ପୂର୍ବ ବଂଶଧରଙ୍କ ୟଶକୁ ଅକ୍ଷୂଣ୍ଣ ରଖିବା — ୨. To continue (by one's present acts or conduct) the good fame of one's ancestors.

୩: ପୂର୍ବ ବଂଶଧରଙ୍କର କୌଣସି କୀର୍ତିକର ଅନୁଷ୍ଠାନ (ଯଥା— ମନ୍ଦିର, ତଡ଼ାଗ, ଧର୍ମଶାଳା, ବିଦ୍ୟାଳୟ) କୁ ଜୀର୍ଣ୍ଣ— ସଂସାରାଦିଦ୍ବାରା ରକ୍ଷା କରିବା —୩. To preserve some old works of one's ancestors by repair etc.